ଭୋକ ହେଉନି କି? | Loss of Appetite in Odia | How to Increase Appetite? | Dr Sandeep Kumar Ratha
About this video
ପ୍ରାୟ ଲୋକଙ୍କୁ ଅଧିକାଂଶ ସମୟରେ ଭୋକ ହୋଇ ନଥାଏ। ଭୋକନ ହେବାର ଅନେକ କାରଣ ଥାଇପାରେ। ଏହାର କାରଣ ଓ ଚିକିତ୍ସା ବିଷୟରେ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ସନ୍ଦୀପ କୁମାର ରଥ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।