ଶୀତଦିନେ ରୁପି – କେମିତି ପାଇବେ ମୁକ୍ତି? | How to Control Dandruff in Winter in Odia | Dr Kumar Abhishek

Dr Kumar Abhishek24 December 20211:2314K views

About this video

ସାଧାରଣତଃ ଶୀତଦିନେ ଆସିଲେ ଅଧିକାଂଶ ଲୋକ ରୁପି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। କେତେ ଜଣଙ୍କର ମୁଣ୍ଡରେ ଶୁଖିଲା ରୁପି ମଧ୍ୟ ହୋଇଥାଏ। ତେବେ ଏହା ରୁପି ନା ଅନ୍ୟ କୌଣସି ସମସ୍ୟା? ଏନେଇ କ’ଣ କହୁଛନ୍ତି ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର କୁମାର ଅଭିଷେକ, ଆସନ୍ତୁ ଜାଣିବା। Dandruff troubles everyone in winters. Dandruff gets worse in winters because of dry and cold air. So why does the dandruff problem occur? How can the problem be treated? How to deal with dandruff during winters? Let's know more from Dr Kumar Abhishek, a Dermatologist.