କେମିତି ରୋକିବା କ୍ୟାନସର? | Dr Chira Ranjan Khadanga on How to Prevent Cancer in Odia
About this video
ସମଗ୍ର ବିଶ୍ଵରେ ପ୍ରତି ୬ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କର୍କଟ ରୋଗ ବା କ୍ୟାନସରରେ ପ୍ରାଣ ହରାଉଛନ୍ତି। ଯଦି ପ୍ରାରମ୍ଭିକ ଅବସ୍ଥାରେ ଏହାର ଚିହ୍ନଟ କରାଯାଇପାରିଲେ, ଆରୋଗ୍ୟର ସମ୍ଭାବନା ଅଧିକ ରହିଛି। ତେଣୁ କ୍ୟାନସରକୁ ନେଇ ସଚେତନ ଆବଶ୍ୟକ। କର୍କଟ ରୋଗ କାହିଁକି ହେଉଛି? ଏହାକୁ କେମିତି ରୋକି ପାରିବେ? ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଚିରରଞ୍ଜନ ଖାଡ଼ଙ୍ଗାଙ୍କଠାରୁ ଆସନ୍ତୁ ଏବିଷୟରେ ଅଧିକ ଜାଣିବା।