କାହିଁକି ହୁଏ ବାଇପୋଲାର ଡିସ୍ଅର୍ଡର? । Dr Swati Mishra on Bipolar Disorder in Odia | Symptoms & causes

Dr Swati Mishra7 June 202112:084.5K views

About this video

ଅତ୍ୟଧିକ ଖୁସି ରହିବା କିମ୍ବା ହଠାତ୍‌ ଅତ୍ୟଧିକ ଦୁଃଖରେ ରହିବା ଏକ ମାନସିକ ସମସ୍ୟା। ଏହି ଧରଣର ସମସ୍ୟାକୁ ବାଇପୋଲାର ଡିସଅର୍ଡର ବୋଲି କୁହାଯାଏ। ତେବେ ଏଥିରେ ବ୍ୟକ୍ତିଠାରେ କ’ଣ ଅସୁବିଧା ହୋଇଥାଏ? ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ଵାତୀ ମିଶ୍ରଙ୍କଠାରୁ ଆସନ୍ତୁ ବାଇପୋଲାର ଡିସଅର୍ଡର ବିଷୟରେ ଅଧିକ ଜାଣିବା।