କେମିତି ଚିହ୍ନିବେ ବ୍ରେନ୍ ଷ୍ଟ୍ରୋକ୍? | Dr Subhransu Sekhar Jena on Brain Stroke in Odia| #WorldStrokeDay

Dr Subhransu Sekhar Jena29 October 20213:2418K views

About this video

ବ୍ରେନ୍‌ ଷ୍ଟ୍ରୋକ୍‌ ବା ପକ୍ଷାଘାତ ଏକ ମାରାତ୍ମକ ସ୍ନାୟୁଜନିତ ପରିସ୍ଥିତି। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଅକ୍ଟୋବର ୨୯କୁ ବିଶ୍ୱ ପକ୍ଷାଘାତ ଦିବସ ଭାବେ ପାଳନ କରାଯାଏ। କୌଣସି କାରଣରୁ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ପ୍ରଭାବିତ ହେଲେ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥାଏ। ବ୍ରେନ୍ ଷ୍ଟ୍ରୋକ୍ ହେଲେ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା କରାନଗଲେ ଜୀବନ ମଧ୍ୟ ଯାଇପାରେ। ତେଣୁ ଠିକ ସମୟରେ ବ୍ରେନ୍ ଷ୍ଟ୍ରୋକକୁ ଚିହ୍ନିବା ଦରକାର। ତେବେ କେମିତି ଚିହ୍ନିବେ ବ୍ରେନ୍ ଷ୍ଟ୍ରୋକ୍? ଆସନ୍ତୁ ଏବିଷୟରେ ଅଧିକ ଜାଣିବା ବିଶିଷ୍ଟ ସ୍ନାୟୁରୋଗ ରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ। World Stroke Day is observed on October 29 to underscore the serious nature and high rates of stroke, raise awareness of the prevention and treatment of the condition, and ensure better care and support for survivors. All the functions of our body are controlled by the brain. Brain strokes occur when the blood circulation in the brain is affected for any reason. Brain strokes can also lead to death if the person is not treated immediately. So the brain stroke needs to be identified at the right time. So how do you recognize a brain stroke? What are the symptoms? Let's find out more from Dr Subhansu Sekhar Jena, a Neurologist.