ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ କୋଭିଡ୍‌ର ପ୍ରଭାବ ।Child Mental Health during COVID19 | Dr Sarada Swain

Dr Sarada Swain4 July 202116:521.3K views

About this video

କୋଭିଡ୍‌ ମହାମାରୀ ଲୋକଙ୍କ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଯେଉଁଭଳି ପ୍ରଭାବ ପକାଉଛି ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ସମାନ ପ୍ରଭାବ ପଡ଼ୁଛି। ଏହା ସବୁ ବୟସର ଓ ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରୁଛି। ଏଭଳି ସମୟରେ ଯୁବପିଢ଼ି, ଛୋଟ ପିଲା, ବୟସ୍କ ଲୋକ ତଥା ଗର୍ଭବତୀ ମହିଳା ମାନସିକ ଚାପ ତଥା ଅବସାଦରୁ କେମିତି ମୁକୁଳିବେ। ଏନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସାରଦା ପ୍ରସନ୍ନ ସ୍ୱାଇଁ କ’ଣ କହୁଛନ୍ତି, ଜାଣନ୍ତୁ।