ପୁଣି କାହିଁକି ବଢ଼ୁଛି କରୋନା? । Dr Sampat Dash on Coronavirus second wave in Odia | Prevent COVID-19
About this video
ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ବର୍ତ୍ତମାନ କରୋନା ଭୂତାଣୁ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତରେ କାୟା ବିସ୍ତାର କରିଛି। ତେବେ ପୁଣି କାହିଁକି ବଢ଼ୁଛି କରୋନା ଓ ଏଥିରୁ କିପରି ରହିବେ ସୁରକ୍ଷିତ? ଏନେଇ ବିଶିଷ୍ଟ ଛାତି ଓ ଯକ୍ଷ୍ମା ରୋଗ ବିଶେଷଜ୍ଞ ଡାକ୍ତର ସମ୍ପତ ଦାଶ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।