ବୟସ ବଢ଼ିଲେ ଆଣ୍ଠୁଗଣ୍ଠି ବିନ୍ଧା କାହିଁକି ହୁଏ? | Dr PC Dey on Treatment of Arthritis | Knee Replacement

Dr PC Dey23 February 202117:20182K views

About this video

ବୟସ ବଢ଼ିଲେ ଆମ ଶରୀରର ହାଡ଼ଗୁଡ଼ିକ ଦୁର୍ବଳ ହୋଇପଡ଼ନ୍ତି। ଫଳରେ ଆଣ୍ଠୁଗଣ୍ଠିରେ ଅସହ୍ୟ ଯନ୍ତ୍ରଣା ଅନୁଭବ ହୁଏ। ଏହା ବିଭିନ୍ନ ଆଣ୍ଠୁଗଣ୍ଠି ବାତଜନିତ ରୋଗ କାରଣରୁ ହୋଇଥାଏ। ତେବେ କେମିତି ଏହି ଯନ୍ତ୍ରଣାରୁ ମୁକ୍ତି ପାଇବେ? ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପରେଶ ଚନ୍ଦ୍ର ଦେ’ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।