କାହିଁକି ହୁଏ କିଡନି ଫେଲ୍ୟୁଅର? | Dr Nisith Kumar Mohanty on kidney failure - Causes, Symptoms in Odia

Dr Nisith Kumar Mohanty15 May 202014:16333K views

About this video

ଆମ ଶରୀରରେ କିଡନୀ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଶରୀରରେ ଏହା ଫିଲଟର ଭଳି କାମ କରିଥାଏ। ଶରୀରରେ ଥିବା ସମସ୍ତ ବର୍ଜ୍ୟବସ୍ତୁକୁ କିଡନି ସଫା କରିଥାଏ। ତେବେ କାହିଁକି ହୁଏ କିଡନି ଫେଲ୍ୟୁଅର? ଏହାର କାରଣ, ଲକ୍ଷଣ ଓ ଚିକିତ୍ସାକୁ ନେଇ କିଡନି ରୋଗ ବିଶେଷଜ୍ଞ ଡାକ୍ତର ନିଶିଥ୍ କୁମାର ମହାନ୍ତି କ'ଣ କହୁଛନ୍ତି, ଆସନ୍ତୁ ଜାଣିବା।