ଅଷ୍ଟିଓ ଓ ରୁମାଟଏଟ୍ ଆର୍ଥ୍ରାଇଟିସ୍ | Osteoarthritis & Rheumatoid Arthritis | Dr Rajendra Sahoo
About this video
ଗଣ୍ଠିବାତ ରୋଗ ବା ଆର୍ଥ୍ରାଇଟିସ୍ ହେଉଛି ସାଧାରଣ ସମସ୍ୟା। ଆର୍ଥ୍ରାଇଟିସ୍ର ବିଭିନ୍ନ ପ୍ରକାର ଭେଦ ରହିଛି। ତେବେ କେମିତି ଚିହ୍ନିବେ ଆପଣଙ୍କୁ କେଉଁ ପ୍ରକାର ଆର୍ଥ୍ରାଇଟିସ୍ ହୋଇଛି। ଆସନ୍ତୁ ଡାକ୍ତର ରାଜେନ୍ଦ୍ର ସାହୁଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।