ମହିଳାଙ୍କୁ ଫାଇବ୍ରଏଡ୍ କାହିଁକି ହୁଏ? | Dr Chimayee Kar on Uterine Fibroids in Odia | Causes & Symptoms

Dr Chimayee Kar5 February 202114:3364K views

About this video

ମହିଳାଙ୍କ ଗର୍ଭାଶୟରେ ହେଉଥିବା ଟ୍ୟୁମରକୁ ଫାଇବ୍ରଏଡ ବୋଲି କୁହାଯାଏ। ସାଧାରଣତଃ ଏହି ଟ୍ୟୁମର କ୍ୟାନସର ସୃଷ୍ଟି କରିନଥାଏ। ଯଦି ଫାଇବ୍ରଏଡସ ଏହାର ଚିକିତ୍ସା ନକରିବେ, ତେବେ ଏହା ବିଭିନ୍ନ ଜଟିଳତା ସୃଷ୍ଟି କରିପାରେ। ତେବେ ଫାଇବ୍ରଏଡ୍ କାହିଁକି ହୁଏ? ଏହାକୁ ଚିହ୍ନିବେ କେମିତି? ଏନେଇ ସ୍ତ୍ରୀ ରୋଗ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।