ଡାଏବେଟିସ୍‌ର ଲକ୍ଷଣକୁ ଚିହ୍ନନ୍ତୁ | Know the Symptoms of Diabetes in Odia | Dr Madhusmita Sahu

Dr Madhusmita Sahu14 November 20235:0272K views

About this video

ଜଣେ ବ୍ୟକ୍ତିଙ୍କୁ ଡାଏବେଟିସ୍‌ ହେଲେ ଏହାର ଲକ୍ଷଣ ଜଣାପଡ଼ିନଥାଏ। ଫଳରେ ବ୍ୟକ୍ତି ଜଣକ ଠିକଣା ସମୟରେ ଏହାର ଚିକିତ୍ସା କରନ୍ତି ନାହିଁ ଏବଂ ଏହା ବିଭିନ୍ନ ଜଟିଳତା ଆଡ଼କୁ ନେଇଯାଏ। ତେଣୁ ଡାଏବେଟିସ୍‌ର ଲକ୍ଷଣକୁ ଚିହ୍ନିବା ନିହାତି ଆବଶ୍ୟକ। ଆସନ୍ତୁ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମଧୁସ୍ମିତା ସାହୁଙ୍କଠାରୁ ଡାଏବେଟିସ୍‌ର ଲକ୍ଷଣ ବିଷୟରେ ଅଧିକ ଜାଣନ୍ତୁ।