ପିଲାଙ୍କଠାରେ କିଡ୍ନି ସମସ୍ୟା: ଚିକିତ୍ସା | Kidney Disease in Children, in Odia | Dr Bijayalakshmi Jena
About this video
ପିଲାଙ୍କଠାରେ କିଡ୍ନି ସମସ୍ୟା କାହିଁକି ହୁଏ? ଅଭିଭାବକ ତଥା ବାପାମା' ଏହାର ଲକ୍ଷଣକୁ କେମିତି ଚିହ୍ନିବେ? ଆସନ୍ତୁ ଏହି ଭିଡିଓରେ ଜାଣିବା ବିଶିଷ୍ଟ କିଡ୍ନି ରୋଗ ବିଶେଷଜ୍ଞ ଡାକ୍ତର ବିଜୟଲକ୍ଷ୍ମୀ ଜେନାଙ୍କଠାରୁ।