ତ୍ୱଚା ଆଲର୍ଜିରୁ କିପରି ପାଇବେ ମୁକ୍ତି? | Skin Allergy: Symptoms & Treatment in Odia | Dr Swati Sarangi
About this video
ତ୍ୱଚାରେ ଆଲର୍ଜି ଏକ ସାଧାରଣ ରୋଗ। ଏହା ବିଭିନ୍ନ କାରଣରୁ ହୋଇଥାଏ। କୌଣସି ଖାଦ୍ୟ ଖାଇବା ଦ୍ୱାରା, କସମେଟିକ ପ୍ରଡକ୍ଟ ଲଗାଇବା ଦ୍ୱାରା କିମ୍ବା ସୂର୍ଯ୍ୟ କିରଣରୁ ତ୍ୱଚାରେ ଆଲର୍ଜି ହୋଇପାରେ। ଆଲର୍ଜି ହେଲେ ତ୍ୱଚା ଜଳାଇବା ସହ କୁଣ୍ଡାଇ ହେବା, ଲାଲ ପଡିଯିବା, ଛୋଟ ଛୋଟ ଦାନା ବାହାରିବା ଭଳି ଲକ୍ଷଣ ଦେଖାଯାଏ। ସମୟକ୍ରମେ ଏହା ବୃଦ୍ଧି ପାଏ ଏବଂ ଏଥିରେ ଜୀବାଣୁ ସଂକ୍ରମଣ ହେତୁ ଯନ୍ତ୍ରଣା ଦାୟକ ହୋଇଥାଏ। ତ୍ୱଚା ଆଲର୍ଜିରୁ ମୁକ୍ତି ପାଇବା ପାଇଁ କ’ଣ ରହିଛି ଚିକିତ୍ସା? ତ୍ୱଚା ଆଲର୍ଜିକୁ କିପରି ପ୍ରତିହତ କରିବେ? ଆସନ୍ତୁ, ବିଶିଷ୍ଟ ଚର୍ମ ବିଶେଷଜ୍ଞ ଡାକ୍ତର ସ୍ୱାତୀ ଷଡ଼ଙ୍ଗୀଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା।