ଋତୁସ୍ରାବରେ ଅନିୟମିତତା କାହିଁକି ହୁଏ? | Dr Shilpa Mishra on Irregular Periods in Odia
About this video
ବର୍ତ୍ତମାନ ଅଧିକାଂଶ ମହିଳାଙ୍କର ପିରିୟଡ୍ରେ ଅନିୟମିତତା ଭଳି ସମସ୍ୟା ଦେଖାଦେଉଛି। ତେବେ ଏହା କାହିଁକି ହୁଏ, ଏହାର କାରଣ ଓ ନିରାକରଣ ବିଷୟରେ କହିଛନ୍ତି ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶିଳ୍ପା ମିଶ୍ର।