ଛୁଆ ପିଲା ହେଉନି କି? ଜାଣନ୍ତୁ କ’ଣ କରିବେ | Dr GSS Mohapatra on infertility in Odia | Causes & Treatment
About this video
ଇନଫର୍ଟିଲିଟି ବା ପିଲା ଛୁଆ ନହେବା। ଆମ ଦେଶରେ ପ୍ରତି ୬ ଜଣ ଦମ୍ପତ୍ତିଙ୍କ ମଧ୍ୟରେ ଜଣେ ଏହି ସମସ୍ୟାର ଶିକାର ହେଉଛନ୍ତି। ଲୋକେ ଏଥିପାଇଁ ମହିଳାମାନଙ୍କୁ ଦାୟୀ କରିଥା’ନ୍ତି। ହେଲେ ଆପଣ ଜାଣିବା ଦରକାର ଯେ, ବନ୍ଧ୍ୟାଦୋଷ ପାଇଁ ଉଭୟ ମହିଳା ଏବଂ ପୁରୁଷ ସମାନ ଭାବେ ଦାୟୀ। ତେବେ ପିଲା ଛଆ ନହେବାର କାରଣ କ’ଣ? କେମିତି ଏହି ସମସ୍ୟାର ଚିକିତ୍ସା କରାଯାଏ? ବିଶିଷ୍ଟ ସ୍ତ୍ରୀ ରୋଗ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ଜିଏସଏସ ମହାପାତ୍ରଙ୍କଠାରୁ ଏବିଷୟରେ ଆସନ୍ତୁ ଜାଣିବା।