ଲଙ୍ଗ୍ କୋଭିଡ୍ କ’ଣ? | Dr Bhagyashree Singh on Long COVID-19 in Odia | Symptoms & Precautions
About this video
କୋଭିଡ୍ରୁ ଠିକ୍ ହୋଇସାରିଥିବା ରୋଗୀଙ୍କଠାରେ ବିଭିନ୍ନ ସମସ୍ୟା ଦେଖାଦେଉଛି, ଯାହାକୁ ଲଙ୍ଗ୍ କୋଭିଡ୍ କୁହାଯାଉଛି। ତେବେ ଲଙ୍ଗ କୋଭିଡ୍ କ’ଣ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ମସ୍କୁଲୋସ୍କେଲିଟଲ ସ୍ପେଶାଲିଷ୍ଟ ଡାକ୍ତର ଭାଗ୍ୟଶ୍ରୀ ସିଂ, ଆସନ୍ତୁ ଜାଣିବା।