ଅଣ୍ଟା ବିନ୍ଧା ପାଇଁ ଫିଜିଓଥେରାପି | Back Pain Treatment with Physiotherapy | Dr Akhandal Prasad Acharya

Dr Akhandal Prasad Acharya10 April 202221:02109K views

About this video

ଆଜିକାଲି ଅଣ୍ଟା ବିନ୍ଧା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅତି ଅଳ୍ପ ବୟସରୁ ଅଣ୍ଟା ବିନ୍ଧା ଆରମ୍ଭ ହେଲାଣି। ଏହାର କାରଣ ଆଧୁନିକ ଜୀବନଶୈଳୀ। ତେବେ ସବୁ ଅଣ୍ଟା ବିନ୍ଧାର କାରଣ ସମାନ ନୁହେଁ କି ସବୁ ଅଣ୍ଟା ବିନ୍ଧାର ଲକ୍ଷଣ ବି ସମାନ ନୁହେଁ ଏବଂ ସବୁ ଅଣ୍ଟା ବିନ୍ଧାର ଚିକିତ୍ସା ମଧ୍ୟ ସମାନ ନୁହେଁ। ତେବେ ଅଣ୍ଟା ବିନ୍ଧାର ଲକ୍ଷଣ ଓ ଏହାର କାରଣକୁ ଚିହ୍ନିବା ପାଇଁ ଭିନ୍ନ ଭିନ୍ନ ପରୀକ୍ଷଣ ଓ କେତେକ ଏକ୍ସରସାଇଜ୍‌ ବିଷୟରେ ଫିଜିଓଥେରାପିଷ୍ଟ ଡାକ୍ତର ଆଖଣ୍ଡଳ ପ୍ରସାଦ ଆଚାର୍ଯ୍ୟଙ୍କଠାରୁ ଆସନ୍ତୁ ଅଧିକ ଜାଣିବା।