ଆଖି ତଳେ କଳା ଦାଗ କେମିତି କରିବେ ଦୂର? | Prevent Dark Circles under Eyes in Odia | Dr Nibedita Patro

Dr Nibedita Patro22 December 20225:0446K views

About this video

ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ରାତି ଅନିଦ୍ରା ଓ ଖାଦ୍ୟପେୟ ଯୋଗୁଁ ଆଖି ତଳେ କଳା ଦାଗ ପଡ଼ିଯାଏ। ଏହା କେମିତି କରିବେ ଦୂର? ଆସନ୍ତୁ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ନିବେଦିତା ପାତ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।