ସିଆଟିକା ସମସ୍ୟାରୁ ଉପଶମ ପାଇଁ ଯୋଗାସନ | Yoga for Sciatica Pain in Odia | Pratyush Ranjan Ray

Pratyush Ranjan Ray2 September 20238:29111K views

About this video

ସାଧାରଣତଃ ସିଆଟିକା ଯୋଗୁଁ ଅଣ୍ଟା ବିନ୍ଧା, ଗୋଡ଼ ଝିମ୍‌ ଝିମ୍‌ ହେବା ଭଳି ସମସ୍ୟା ଦେଖାଦିଏ। ଏହି ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶ ସହ କେତେକ ଆସନ କରିବା ଦ୍ୱାରା ଉପଶମ ମିଳିଥାଏ। ଆସନ୍ତୁ ଯୋଗ ଏକ୍ସପର୍ଟ ପ୍ରତ୍ୟୁଷ ରଞ୍ଜନ ରାୟଙ୍କଠାରୁ କେତେକ ଯୋଗାସନ ବିଷୟରେ ଜାଣିବା।