ପିଲା ହେଉନି କି? | Dr Sini S Venugopal on infertility in Odia | Causes & Treatment

Dr Sini S Venugopal2 April 202121:36567K views

About this video

ଜଣେ ମହିଳା ସ୍ୱାମୀଙ୍କ ସହିତ ଏକ ବର୍ଷ ପର୍ଯ୍ୟନ୍ତ କୌଣସି ଗର୍ଭନିରୋଧକ ଉପାୟ ନଆପଣାଇ ସହବାସ କରିବା ପରେ ଗର୍ଭଧାରଣ କରିନପାରିଲେ ତାଙ୍କର ବନ୍ଧ୍ୟାଦୋଷ (ବନ୍ଧ୍ୟାତ୍ୱ) ରହିଛି ବୋଲି କୁହାଯିବ। ହେଲେ ବନ୍ଧ୍ୟାଦୋଷର କାରଣ କ’ଣ? ବିଳମ୍ବରେ ଗର୍ଭଧାରଣ ପାଇଁ ଯୋଜନା କରିବା ବନ୍ଧ୍ୟାଦୋଷର କାରଣ କି? ଏନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସିନି ଭେନୁଗୋପାଲ କ’ଣ କହୁଛନ୍ତି ଜାଣନ୍ତୁ।