ସନ୍ଷ୍ଟ୍ରୋକ୍ରୁ କିପରି ପାଇବେରକ୍ଷା? | Sun Stroke / Heat Stroke in Odia | Prof Dr Srikant Kumar Dhar
About this video
ତାପମାତ୍ରା, ପ୍ରଖର ସୂର୍ଯ୍ୟକିରଣ ପ୍ରଭାବ ଯୋଗୁଁ ଅଂଶୁଘାତ ବା ସନ୍ଷ୍ଟ୍ରୋକ୍ ହେବାର ଆଶଙ୍କା ରହିଛି। ତେବେ କେମିତି ସନ୍ଷ୍ଟ୍ରୋକ୍ରୁ ରକ୍ଷା ପାଇବେ? ଖରାକୁ ବାହାରିବା ପୂର୍ବରୁ କ’ଣ ସବୁ ସାଧାନତା ଅବଲମ୍ବନ କରିବେ? ଆସନ୍ତୁ ଜାଣିବାବିଶିଷ୍ଟ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ।