ବୟସ୍କଙ୍କ ପାଇଁ ଯୋଗାସନ | Yoga for Senior Citizens in Odia | Ganeswar Gochhikar
About this video
ସୁସ୍ଥ ରହିବା ପାଇଁ ବ୍ୟାୟାମ, ଯୋଗାସନ ଓ ପ୍ରାଣାୟାମର ଗୁରୁତ୍ଵ ରହିଛି। ତେଣୁ ଦୈନନ୍ଦୀନ ଜୀବନରେ ଏହାକୁ ସାମିଲ କରିବା ନିହାତି ଜରୁରୀ। ହେଲେ ସମସ୍ତଙ୍କ ପାଇଁ ଯୋଗାସନ ଭିନ୍ନଭିନ୍ନ। ଯେପରିକି ବୟସ୍କ ବ୍ୟକ୍ତି। ସେମାନଙ୍କ ପାଇଁ ଆସନ ଭିନ୍ନ ହୋଇଥାଏ। ଆସନ୍ତୁ ଯୋଗ ପ୍ରଶିକ୍ଷକ ଗଣେଶ୍ଵର ଗୋଚ୍ଛିକାରଙ୍କଠାରୁ ଜାଣିବା ବୟସ୍କ ଲୋକମାନେ କେଉଁ ଭଳି ଯୋଗାସନ କରିପାରିବେ। Exercise, Yoga and Pranayama are important to stay healthy. Therefore, it is necessary to include it in daily life. However, yoga is different for everyone. But what type of yoga should senior citizens do to gain strength, flexibility & overall mobility. Let's learn from Yoga instructor Ganeswar Gochhikar.