କାନରେ ପାଣି ପଶିଗଲେ କ’ଣ କରିବେ? | How to Get Water Out from Ears? in Odia | Dr Diptiman Baliarsingh

Dr Diptiman Baliarsingh29 April 20226:0672K views

About this video

ସାଧାରଣତଃ ଗାଧୋଇବା ବେଳେ, ପହଁରିବା ବେଳେ କାନରେ ପାଣି ପଶିଯିବା ଏକ ସାଧାରଣ କଥା। ହେଲେ ସବୁବେଳେ କାନରେ ପାଣି ପଶିଲେ କାନ ପଚିବା, କାନରେ ଅନ୍ୟାନ୍ୟ ସମସ୍ୟା ଦେଖାଦେଇଥାଏ। ତେବେ କାନରେ ପାଣି ପଶିଗଲେ କ’ଣ କରିବେ? କେମିତି କରିବେ ଚିକିତ୍ସା? ଏନେଇ ବିଶିଷ୍ଟ କର୍ଣ୍ଣ ନାଶା ତଥା ଗଳା ବିଭାଗର ଡାକ୍ତର ଦିପ୍ତିମାନ ବଳିଆରସିଂ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Do your ears ever feel clogged? Often water gets into the ear while taking a bath. But sometimes it becomes very difficult to remove water from the ear, due to which there is also a fear of infections. Let's know more from Dr Diptiman Baliarsingh, ENT Specialist.