ଲକଡାଉନ୍ ପରେ ଆମ କର୍ତ୍ତବ୍ୟ କ'ଣ? | Dr. Ashok Kumar Mahapatra on Post lockdown responsibility
About this video
ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାର ଲକଡାଉନ୍ ଘୋଷଣା କରିଥିଲେ। ଦୀର୍ଘ ଦୁଇ ମାସର ଲକଡାଉନ୍ ପରେ ଏବେ ନିୟମ ହଟିବାର ସମ୍ଭାବନା ରହିଛି। ଦେଶର ଅର୍ଥନୈତିକ ଅବସ୍ଥାକୁ ଦେଖିବାକୁ ଗଲେ ଲକଡାଉନ୍ ନିୟମରେ କୋହଳ ଦରକାର। ତେବେ ଲକଡାଉନ୍ ହଟିବା ପରେ ଆମ୍ଭମାନଙ୍କର କର୍ତ୍ତବ୍ୟ କ'ଣ ରହିବ? ବିନା ଲକଡାଉନରେ କିଭଳି କରିବା କରୋନାର ମୁକାବିଲା? ଏନେଇ ଡାକ୍ତର ଅଶୋକ କୁମାର ମହାପାତ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି ଲକଡାଉନ ହଟିବା ପରେ କ'ଣ ରହିବ ଆମ କର୍ତ୍ତବ୍ୟ? କରୋନା ପାଇଁ ମାନସିକ ଚିନ୍ତା କରୋନା ଯୋଦ୍ଧା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ The government has announced a lockdown to prevent the spread of the virus. After a long two-month lockdown, the law is likely to be repealed. Lockdown is eased gradually to improve the country's economic situation. What will be our duty after the Lockdown is removed? How to deal with coronavirus without lockdown? So let’s find out what Dr. Ashok Kumar Mohapatra is saying. This video is in What will be our duty after the Lockdown is removed? Mental anxiety due to Coronavirus Doctors and health workers as Corona Warriors