ହୃଦ୍ରୋଗୀ କେମିତି ରହିବେ ସୁରକ୍ଷିତ?|Dr Mahendra Prasad Tripathy on COVID Precautions for Heart Patients
About this video
କୋଭିଡ୍ ଭୂତାଣୁ ଆମ ଶରୀର ଶୀରା, ଧମନୀକୁ ପ୍ରଭାବିତ କରିପାରେ । ଫଳରେ ରକ୍ତ ପ୍ରଭାବିତ ହେବାରେ ବାଧା ସୃଷ୍ଟି ହୋଇଥାଏ । ଯଦି ଏହା ହୃତ୍ପିଣ୍ଡରେ ହୁଏ ତେବେ ବ୍ୟକ୍ତିର ଜୀବନ ପ୍ରତି ବିପଦ ରହିଛି । କୋଭିଡ୍-୧୯ ସମୟରେ ହୃଦରୋଗୀମାନେ କିପରି ସୁରକ୍ଷିତ ରହିବେ? ଯଦି ଜଣେ ସାଧାରଣ ବ୍ୟକ୍ତିକୁ କରୋନା କାରଣରୁ ହାର୍ଟ ଆଟାକ୍ ହୁଏ ତେବେ କ'ଣ କରିବେ? ଏନେଇ ବିଶିଷ୍ଟ ହୃଦରୋଗ ବଶେଷଜ୍ଞ ଡାକ୍ତର ମହେନ୍ଦ୍ର ପ୍ରସାଦ ତ୍ରିପାଠୀ କ'ଣ କହୁଛନ୍ତି ଆସନ୍ତୁ ଜାଣିବା ।