ପେନ୍‌କିଲରର ସାଇଡ୍‌ ଇଫେକ୍ଟ କ’ଣ? | Side effects of Eating Pain Killer in Odia | Dr Rajendra Sahoo

Dr Rajendra Sahoo19 March 202211:4011K views

About this video

ଅଧିକାଂଶ ଲୋକଙ୍କର ଧାରଣା ରହିଛି ଯେ, ପେନ୍‌କିଲର ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଖରାପ, ଅଧିକ ପେନ୍‌କିଲର ଖାଇଲେ କିଡ୍‌ନିରେ ଷ୍ଟୋନ୍‌ ହୋଇଥାଏ। କିନ୍ତୁ ଏହା କେତେ ସତ? କ’ଣ ସତରେ ପେନ୍‌କିଲର ଖରାପ? ଏନେଇ କ’ଣ କହୁଛନ୍ତି ଡାକ୍ତର ରାଜେନ୍ଦ୍ର ସାହୁ, ଆସନ୍ତୁ ଜାଣିବା।