ଖୁସି ରହିବା କାହିଁକି ଜରୁରୀ | How to be Happy? In Odia | Sambit Nanda
About this video
ଜୀବନରେ ସମସ୍ତେ ଖୁସି ରହିବାକୁ ଚାହାନ୍ତି। ଏକ ସୁସ୍ଥ ଜୀବନଶୈଳୀ ପାଇଁ ସବୁବେଳେ ଖୁସି ରହିବା ନିହାତି ଆବଶ୍ୟକ। କୁହାଯାଏ ଖୁସିରେ ରହିଲେ ମଣିଷ ନୀରୋଗ ରହିଥାଏ। ଖୁସି କ’ଣ ଓ ଖୁସିରେ ରହିବା କାହିଁକି ଜରୁରୀ? | ଆସନ୍ତୁ ମନସ୍ତତ୍ୱବିତ୍ ସମ୍ବିତ ନନ୍ଦଙ୍କଠାରୁ ଏନେଇ ଅଧିକ ଜାଣିବା। Everyone wants to be happy in life! A happy person is also a healthier person. So, what is the formula for a happy life? Let's know more about how to be happy from Sambit Nanda, a Psychologist.