ଥାଲାସେମିଆକୁ କେମିତି ରୋକିବେ? | Thalassemia: Symptoms & Treatment in Odia | Dr Satarupa Mohapatra
About this video
ଥାଲାସେମିଆ ଏକ ସାଙ୍ଘାତିକ ରୋଗ। ଜନ୍ମରୁ ଶିଶୁଟିଏ ଏହି ରୋଗକୁ ସାଙ୍ଗରେ ନେଇ ଆସିଥାଏ। ଏହି ରୋଗକୁ ଠିକ ସମୟରେ ଚିହ୍ନିବା ଏବଂ ଚିକିତ୍ସା କରିବା ନିହାତି ଦରକାର। ତେବେ ଥାଲାସେମିଆ ରୋଗର କାରଣ, ଲକ୍ଷଣ, ଜଟିଳତା ଏବଂ କେମିତି ଏହାକୁ ରୋକିହେବ, ଆସନ୍ତୁ, ହେମାଟୋଲୋଜିଷ୍ଟ ଡାକ୍ତର ସତରୂପା ମହାପାତ୍ରଙ୍କଠାରୁଏହି ସମସ୍ୟା ବିଷୟରେ ଅଧିକଜାଣିବା।