ଋତୁସ୍ରାବ ବେଳେ ଅସହ୍ୟ ଯନ୍ତ୍ରଣା କାହିଁକି ହେଉଛି? । Dr Reshmarani Tripathy on Period Pain in Odia
About this video
ପିରିୟଡ୍ସ ବା ମାସିକ ଋତୁସ୍ରାବ ବେଳେ ଯନ୍ତ୍ରଣା ହେବ ସ୍ୱାଭାବିକ। କିନ୍ତୁ, ବେଳେ ବେଳେ ଏହି ଯନ୍ତ୍ରଣା ଅସହ୍ୟ ହୋଇଥାଏ। ତେବେ ଏହା କାହିଁକି ହୋଇଥାଏ? ଏଥିରୁ ଉପଶମ ପାଇବା ପାଇଁ ଘରୋଇ ଉପଚାର କ’ଣ ରହିଛି? ଏନେଇ ପାଥୋଲୋଜିଷ୍ଟ ଡାକ୍ତର ରେଶ୍ମାରାଣୀ ତ୍ରିପାଠୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।