ରକ୍ତହୀନତା ଦୂର ପାଇଁ ଖାଆନ୍ତୁ ଏହି ଖାଦ୍ୟ | Food for Anaemia (Iron Deficiency) in Odia | Dr Sunita Sahoo
About this video
ଶରୀରରେ ଲୌହର ଅଭାବ ହେଲେ ଲୋହିତ ରକ୍ତକଣିକାରେ ହିମୋଗ୍ଲୋବିନର ମାତ୍ରା କମିଯାଇଥାଏ। ଏହାଯୋଗୁଁ ବ୍ୟକ୍ତିଜଣକ ଆନିମିଆରେ ପୀଡ଼ିତ ହୋଇଥାନ୍ତି। ଫଳରେ ତାଙ୍କର ରୋଗ ପ୍ରତିରୋଧକ କ୍ଷମତା କମିଯାଏ, ଭୋକ ଲାଗେନାହିଁ ଏହି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଲେ ବ୍ୟକ୍ତିଜଣକ ସଂପୂର୍ଣ୍ଣ ଭାବେ ଦୁର୍ବଳ ହୋଇଯାଇଥାନ୍ତି। ବିଶେଷ କରି ମହିଳାମାନେ ଏହାଦ୍ୱାରା ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାନ୍ତି। ଏଭଳି ସ୍ଥଳରେ ମହିଳାମାନଙ୍କୁ ଲୌହରେ ପରିପୂର୍ଣ୍ଣ ଡାଏଟ୍ ଖାଇବା ନିହାତି ଜରୁରୀ। ଆସନ୍ତୁ, ଡାଏଟିସିଆନ୍ ସୁନିତା ସାହୁଙ୍କଠାରୁ ଏନେଇ ଅଧିକ ଜାଣିବା।