କେବେ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବେ? | When to Consult A Psychiatrist? | Dr Subhankar Swain

Dr Subhankar Swain23 May 20225:407.3K views

About this video

ମାନସିକ ସ୍ଵାସ୍ଥ୍ୟ ତୁମ ସ୍ୱାସ୍ଥ୍ୟର ଏକ ଅଂଶ ଏବଂ ଏହା ତୁମର ଶାରୀରିକ ସ୍ୱାସ୍ଥ୍ୟ ସହିତ ଜଡ଼ିତ। ଯେତେବେଳେ ଆମେ ନିଜ ସ୍ୱାସ୍ଥ୍ୟ ଉପରେ ଅସୁସ୍ଥ ଅନୁଭବ କରୁ କିମ୍ବା ସନ୍ଦେହ ଅନୁଭବ କରୁ, ସେତେବେଳେ ଆମେ ଡାକ୍ତରଙ୍କ ପାଖକୁ ଯାଇଥାଉ କିନ୍ତୁ ଯେତେବେଳେ ଆମେ ଆମର ଭାବନା ଏବଂ ଚିନ୍ତାଧାରାରେ ପରିବର୍ତ୍ତନ ଦେଖୁ, ସେତେବେଳେ ଆମେ ସାହାଯ୍ୟ ଖୋଜୁ କି? ଆମେ ହୁଏତ ସ୍ୱୀକାର କରୁନାହୁଁ ଯେ ଆମକୁ ମାନସିକ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ। ଆସନ୍ତୁ ଶୁଣିବା ସ୍ୱାୟୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭଙ୍କର ସ୍ୱାଇଁ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Your mental health is a part of your health and is related to your physical health. We often go to doctors for check-ups when we are feeling unwell or doubtful about our health but do we really seek help when we are facing trouble with our emotions, feelings, and thoughts? We may not even realise or acknowledge our mental health let alone seeking help. Let’s hear from Dr Subhankar Swain, who helps us understand when we should seek professional help for our mental health.