ଚର୍ମରେ କୁଞ୍ଚନକୁ ରୋକିବେ କିପରି? | Anti Aging Skin Care in Odia | Dr Monali Pattnaik

Dr Monali Pattnaik17 September 20228:448.7K views

About this video

ସାଧାରଣତଃ ବୟସ ଅଧିକ ହୋଇଗଲେ ବୟସ ଛାପ, ଚର୍ମ କୁଞ୍ଚନ ପଡ଼ିଯିବା ଆରମ୍ଭ ହୋଇଥାଏ। ହେଲେ ବର୍ତ୍ତମାନ ବିଭିନ୍ନ କାରଣ ଯୋଗୁଁ ଅଳ୍ପ ବୟସରୁ ରିଙ୍କିଲ୍‌ ଓ ତ୍ଵଚାରେ ଭାଙ୍ଗ ପଡ଼ିଥାଏ। ତେବେ ଏହାକୁ କେମିତି ରୋକିବେ? ଆସନ୍ତୁ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ମୋନାଲି ପଟ୍ଟନାୟକଙ୍କଠାରୁ ଜାଣିବା।