କିଏ ନେଇପାରିବେ କରୋନା ଟିକା? । Dr Niroj Kumar Mishra on COVID-19 Vaccine in Odia

Dr Niroj Kumar Mishra31 January 20219:4429K views

About this video

ଦୀର୍ଘ ଦଶମାସ ହେଲା କୋଭିଡ୍-୧୯ ଜାଲରେ ଦେଶବାସୀ। ଏହି ଜାଲରୁ ମୁକୁଳିବା ପାଇଁ ଅର୍ଥାତ୍‌ କରୋନାକୁ ପ୍ରତିହତ କରିବା ପାଇଁ ବର୍ତ୍ତମାନ ଆଶା ସଞ୍ଚାର କରିଛି କୋଭିଡ୍‌ ଟିକା କୋଭିସିଲ୍ଡ ଓ କୋଭାକ୍ସିନ୍। ତେବେ କାହିଁକି ଜରୁରୀ କୋଭିଡ୍‌ ଟିକା? କେଉଁମାନେ ନେଇପାରିବେ ଏହି ଟିକା? ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ରଙ୍କଠାରୁ ଏବିଷୟରେ ଆସନ୍ତୁ ଅଧିକ ଜାଣିବା।