ପିଲା ଖାଲି କାନ୍ଦୁଛି କି? | What to do if baby is crying continuously in Odia | Dr Kanhu Panda
About this video
ଛୋଟ ପିଲାମାନେ କାନ୍ଦିବା ସ୍ୱାଭାବିକ। ହେଲେ କେତେକ କ୍ଷେତ୍ରରେ କୌଣସି କାରଣ ଯୋଗୁଁ ଶିଶୁମାନେ ଖାଲି କାନ୍ଦିଥାଆନ୍ତି। ତେବେ ଛୋଟ ପିଲାମାନେ ଖାଲି କାନ୍ଦିବାର କାରଣ କ’ଣ? ଏ ବିଷୟରେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। It's normal for an infant to cry. In some cases, however, babies cry for no apparent reason. But, if an infant cries too often, there might be a health problem that needs attention. So why does the baby cry repeatedly? Let's know more from Dr Kanhu Panda, a Paediatrician.