ଦୁର୍ଗନ୍ଧଯୁକ୍ତ ଧଳାସ୍ରାବରୁ କେମିତି ପାଇବେ ମୁକ୍ତି? | White Discharge - Causes & Prevention |Dr Alakta Das

Dr Alakta Das3 December 20212:4896K views

About this video

ମହିଳାଙ୍କର ହ୍ୱାଇଟ୍‌ ଡିସ୍‌ଚାର୍ଜ ହେବା ଏକ ସାଧାରଣ କଥା। କିନ୍ତୁ, କୌଣସି କାରଣ ଯୋଗୁଁ ଦୁର୍ଗନ୍ଧ ଯୁକ୍ତ ଧଳାସ୍ରାବ ହେଲେ ଏହା ସମସ୍ୟା ହୋଇପାରେ। ତେବେ ଦୁର୍ଗନ୍ଧଯୁକ୍ତ ଧଳାସ୍ରାବରୁ କେମିତି ପାଇବେ ମୁକ୍ତି? ଆସନ୍ତୁ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଲ୍‌କତା ଦାସଙ୍କଠାରୁ ଅଧିକ ଜାଣିବା। Leukorrhea (White Discharge) is a common problem in women in which white water comes from the vagina. However, there is no need to panic, but if this discharge smells, then the treatment should not be delayed. So how to prevent smelly white discharge? Find out more from Dr Alakta Das, a Gynaecologist.