ଶୀତଦିନେ ଥଣ୍ଡା, ଜ୍ୱର: କେମିତି ରୋକିବା? | Winter Cold & Cough in Odia | Dr S Saidarshini

Dr S Saidarshini10 November 20225:592.6K views

About this video

ଶୀତ ଦିନ ଆରମ୍ଭ ହେଲେ ଥଣ୍ଡା, କାଶ, ଜ୍ୱର, ସର୍ଦ୍ଦି, ଛିଙ୍କ ଭଳି ଅନେକ ସମସ୍ୟା ଦେଖାଦିଏ। ଅନେକଙ୍କଠାରେ ଥଣ୍ଡାରୋଗ ବହୁଦିନ ଧରି ଲାଗିରହେ। ତେବେ ଶୀତଦିନରେ ଥଣ୍ଡାଜନିତ ସମସ୍ୟା କାହିଁକି ହୁଏ? ଏହାର କାରଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ଡାକ୍ତର ଏସ୍‌ ସାଇଦର୍ଶିନୀ ଆସନ୍ତୁ ଜାଣିବା।