ଶିଶୁ ପାଇଁ ମା’କ୍ଷୀରର ଗୁରୁତ୍ଵ | Importance of Breastfeeding for a Baby, Odia | Dr Radhanath Satpathy
About this video
ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ‘ବିଶ୍ୱ ସ୍ତନ୍ୟପାନ ସପ୍ତାହ’ ପାଳନ କରାଯାଏ। ମା’ର କ୍ଷୀର ଗୋଟିଏ ଶିଶୁ ପାଇଁ ସର୍ବୋକୃଷ୍ଟ ଖାଦ୍ୟ ହୋଇଥାଏ। ଶିଶୁ ଜନ୍ମ ହେବା ମାତ୍ରେ ମା’ର ପ୍ରଥମ କ୍ଷୀର ବା କଷ କ୍ଷୀର ଶିଶୁ ପାଇଁ ବେଶ୍ ଉପାଦେୟ। ଆସନ୍ତୁ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରାଧାନାଥ ଶତପଥୀ ଏନେଇ କ’ଣ କହୁଛନ୍ତି।