ଆଖି ଆଗରେ କାହାର ମୁଣ୍ଡ ଫାଟିଗଲେ କ’ଣ କରିବେ? । Dr Soubhagya Tripathy on Head Injury Treatment in Odia

Dr Soubhagya Tripathy17 June 202110:226.9K views

About this video

ଦୁର୍ଘଟଣା ଆକସ୍ମିକ ଭାବରେ ଘଟିଥାଏ। ଦୁର୍ଘଟଣାରେ ପ୍ରଭାବିତ ବ୍ୟକ୍ତି ସାମାନ୍ୟରୁ ଗୁରୁତର ଆହତ ହୋଇପାରନ୍ତି। ସାଧାରଣ ମଣିଷ ଭାବରେ ଆମ୍ଭେମାନେ ଦୁର୍ଘଟଣାର ସମ୍ମୁଖୀନ ହେଲେ କାତର ହୋଇପଡ଼ୁ। କିନ୍ତୁ ଏହି ସମୟରେ ଧୈର୍ଯ୍ୟର ସହ ଆହାତ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ଦେବା ଜରୁରୀ। ତେବେ ଏହି ସମୟରେ କ’ଣ କରିବେ? ମୁଣ୍ଡ ଫାଟିଥିବା ବ୍ୟକ୍ତିଙ୍କର ଚିକିତ୍ସା କେମିତି କରାଯାଏ? ଏନେଇ ଅଧିକ ଜାଣନ୍ତୁ ନ୍ୟୁରୋସର୍ଜନ ଡାକ୍ତର ସୌଭାଗ୍ୟ ରଞ୍ଜନ ତ୍ରିପାଠୀଙ୍କଠାରୁ।