ଫଙ୍ଗଲ୍ ଇନଫେକ୍ସନ୍ - କାରଣ ଓ ଚିକିତ୍ସା | Dr. Kumar Abhishek on Causes and Treatment of Fungal Infection

Dr Kumar Abhishek22 June 20206:3248K views

About this video

ଫଙ୍ଗଲ୍ ଇନଫେକ୍ସନ୍ ବା କବକ ସଂକ୍ରମଣ। ଏହା ଏକ ସାଧାରଣ ସମସ୍ୟା। ଆମ ଶରୀରରେ ଚର୍ମ ସଫା ନଥିଲେ, ଅଧିକ ଝାଳ ବୋହିଲେ, ପରିବେଶରେ ଗରମ କିମ୍ବା ଆର୍ଦ୍ରତା ବଢ଼ିଗଲେ ଆମ ଶରୀରରେ କବକ ସଂକ୍ରମଣ କରିଥା'ନ୍ତି। ଏହା ମାରତ୍ମକ ନଥିଲେ ମଧ୍ୟ ରୋଗୀକୁ ସବୁବେଳେ ଅସହଜ ମନେ ହୁଏ। ଫଙ୍ଗଲ୍ ଇନଫେକ୍ସନର କାରଣ ଓ ଚିକିତ୍ସା ବିଷୟରେ ଡାକ୍ତର କୁମାର ଅଭିଷେକ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।