କାହିଁକି ଅଧିକ ସଂକ୍ରମଣ କରୁଛି ଓମିକ୍ରନ୍?। Dr Khirod Kumar Rout on Omicron in Odia | COVID-19
About this video
ରାଜ୍ୟରେ ଏବେ ତୃତୀୟ ଲହର କରୋନା ସଂକ୍ରମଣ ଆରମ୍ଭ ହୋଇ ତୀବ୍ର ବେଗରେ ବଢ଼ିବାରେ ଲାଗିଛି। ତେବେ କାହିଁକି ଅଧିକ ସଂକ୍ରମଣ କରୁଛି ଓମିକ୍ରନ୍ ଭାରିଏଣ୍ଟ ଏବଂ ଏଥିରୁ ସୁରକ୍ଷିତ ରହିବେ କିପରି? ଏନେଇ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍ଥ ବିଶ୍ଵବିଦ୍ୟାଳୟର କୁଳସଚିବ ଡାକ୍ତର କ୍ଷୀରୋଦ କୁମାର ରାଉତ କ’ଣ କହୁଛନ୍ତି, ଜାଣନ୍ତୁ। କୋଭିଡ୍ର ଅନ୍ୟ ଭାରିଏଣ୍ଟଠାରୁ ଓମିକ୍ରନ୍ ଭାରିଏଣ୍ଟ କିପରି ଅଲଗା? କାହିଁକି ଅଧିକ ସଂକ୍ରମଣ କରୁଛି ଓମିକ୍ରନ୍? କାହାଠାରେ ଭୟାବହତା ଅଧିକ? ବୁଷ୍ଟର ଡୋଜ୍ ଟିକା ନେବା ଜରୁରୀ? ଲକ୍ଷଣବିହୀନ କୋଭିଡ୍ ସଂକ୍ରମିତ ବ୍ୟକ୍ତି ବୁଷ୍ଟର ଡୋଜ୍ ନେଇପାରିବେ କି? କେବେ ଯିବ କୋଭିଡ୍ର ତୃତୀୟ ଲହର ? ଓମିକ୍ରନ୍ରୁ ସୁରକ୍ଷିତ ରହିବା ପାଇଁ ଡାଏଟ୍ ଓ ବ୍ୟାୟାମ The state is now experiencing the third wave of COVID. So why are Omicron infections so prevalent and how can they be prevented? Find out what Dr Khirod Kumar Rout, Registrar of the Asian Institute of Public Health University, has to say. How is the Omicron variant different from other variants of COVID? Why is Omicron more infectious? Who has the most fear? Is it necessary to vaccinate the booster? Can a person with COVID asymptomatic take a booster dose? When will the third wave of COVID go? Diet and exercise to protect yourself from Omicron