ଡାଏବେଟିସ୍, ବ୍ଲଡ୍ ପ୍ରେସର, ହାର୍ଟ ରୋଗୀ କେମିତି ରହିବେ ସୁସ୍ଥ? | Tips to Stay Healthy on World Health Day
Swasthya Plus Network7 April 202212:0312K views
About this video
ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ‘ହେଲ୍ଥ ଇଜ ୱେଲଥ୍’ ଅର୍ଥାତ୍ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ କୁହାଯାଇଥାଏ। ଏହି ଉକ୍ତିଟି କେବଳ ମଣିଷଜଗତ ପାଇଁ ପ୍ରଯୁଜ୍ୟ ତାହା ନୁହେଁ ସମଗ୍ର ଜୀବଜଗତ ପାଇଁ ଏହା ଅତ୍ୟନ୍ତ ଜରୁରୀ। କୌଣସି କାର୍ଯ୍ୟକୁ ସୁଫଳ କରିବାକୁ ହେଲେ ପ୍ରଥମେ ଶରୀର ଓ ମନକୁ ସୁସ୍ଥ ରଖିବାକୁ ପଡ଼ିବ। ପ୍ରତିବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଏପ୍ରିଲ ୭ରେ ଏହି ଦିବସକୁ ପାଳନ କରିଥାଏ। ଏହି ଦିନର ଉଦ୍ଦେଶ୍ୟ ହେଉଛି ସମଗ୍ର ବିଶ୍ୱର ଲୋକଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବା ଏବଂ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି ସଚେତନ କରାଇବା। ଚଳିତ ବର୍ଷ ବିଶ୍ଵ ସ୍ଵାସ୍ଥ୍ୟ ଦିବସର ଥିମ୍ ରହିଛି – ‘ଆଓ୍ଵାର ପ୍ଲାନେଟ୍, ଆଓ୍ଵାର ହେଲ୍ଥ’। ଆସନ୍ତୁ, ଏହି ଦିବସ ଅବସରରେ ଡାଏବେଟିସ୍ ରୋଗୀ, ବ୍ଲଡ୍ ପ୍ରେସର ରୋଗୀ ଏବଂ ହାର୍ଟ ରୋଗୀ ନିଜର ଯତ୍ନ କିପରି ନେବେ ସେ ବିଷୟରେ ଜାଣିବା।