ବର୍ସାଇଟିସ୍ କ'ଣ?: କାରଣ ଓ ଚିକିତ୍ସା | What is Bursitis? in Odia| Symptoms & Treatment | Dr Alok Prusty
About this video
ବର୍ସାଇଟିସ୍ ଏକ ପ୍ରଦାହଜନିତ ରୋଗ। ସାଧାରଣତଃ ଏହା କାନ୍ଧ, କହୁଣୀ ଏବଂ ତଳି ଅଣ୍ଟାର ଗଣ୍ଠିଗୁଡ଼ିକରେ ହୋଇଥାଏ। ଏହି ସମସ୍ୟା ହେଲେ ଗଣ୍ଠିରେ ଯନ୍ତ୍ରଣା ହେବା, ଫୁଲିଯିବା ବା ନାଲି ପଡ଼ିଯିବା ଭଳି ସମସ୍ୟା ହୋଇଥାଏ। ଆସନ୍ତୁ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଆଲୋକ ପୃଷ୍ଟିଙ୍କଠାରୁ ବର୍ସାଇଟିସ୍ର କାରଣ ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଜାଣିବା।