ପିଲା ଜନ୍ମ ପରେ ମା’ କ’ଣ ଖାଇବେ? | Post Delivery Diet in Odia | Sushree Tapaswini Das
About this video
ପ୍ରସବ ପରେ ମା’ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହୋଇଥାଏ। ମା’କୁ ହାଲିଆ ଲାଗିବା, ଥକ୍କା ଲାଗିବା, ଦୁର୍ବଳ ଲାଗିବା ଭଳି ଲକ୍ଷଣ ଦେଖାଦେଇଥାଏ। ତେଣୁ ଏହି ସମୟରେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଆସନ୍ତୁ ଡାଏଟିସିଆନ୍ ସୁଶ୍ରୀ ତପସ୍ୱିନୀ ଦାସ ଏନେଇ କ’ଣ କହୁଛନ୍ତି, ଜାଣିବା।