ଉଚ୍ଚ ରକ୍ତଚାପ ଭଳି ନିମ୍ନ ରକ୍ତଚାପ ମଧ୍ୟ ଚିନ୍ତାର ବିଷୟ | Low Blood Pressure in Odia | Dr Meghanad Meher

Dr Meghanad Meher15 June 20225:3454K views

About this video

ଉଚ୍ଚ ରକ୍ତଚାପ ଭଳି ନିମ୍ନ ରକ୍ତଚାପ ମଧ୍ୟ ଚିନ୍ତାର ବିଷୟ। ରକ୍ତଚାପ କମ୍‌ ହେଲେ ମଧ୍ୟ ଏହା ବିଭିନ୍ନ ରୋଗକୁ ନିମନ୍ତ୍ରଣ କରିଥାଏ। ନିମ୍ନ ରକ୍ତଚାପ ଯୋଗୁଁ ମୁଣ୍ଡ ବୁଲାଇବା, ଅଚେତ ହୋଇଯିବା, ବାନ୍ତି ହେବା ଭଳି ବିଭିନ୍ନ ଲକ୍ଷଣ ଦେଖାଦିଏ। ଆସନ୍ତୁ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ମେଘନାଦ ମେହେରଙ୍କଠାରୁ ନିମ୍ନ ରକ୍ତଚାପର କାରଣ, ଲକ୍ଷଣ, ଚିକିତ୍ସା ବିଷୟରେ ଅଧିକ ଜାଣିବା। While we talk about hypertension, it is important to talk about hypotension, which is low blood pressure. Symptoms of low blood pressure include dizziness, fainting, and vomiting. What causes the blood pressure to dip? How can you increase your BP and overcome the symptoms? Let’s hear Dr Meghanad Meher, a Medicine Specialist.