ମହିଳାଙ୍କଠାରେ ଡାଏବେଟିସ୍: ସମସ୍ୟା ଓ ସମାଧାନ | Diabetes in Women, in Odia | Causes | Dr Sweekruti Jena
Heart & CardiacDiabetes & Blood SugarMental HealthWomen's HealthBlood & Blood DisordersNutrition & Diet
About this video
ମହିଳାଙ୍କଠାରେ ଡାଏବେଟିସ୍ ହେଲେ ପିସିଓଏସ୍, ହୃଦୟରୋଗ, ଗର୍ଭାବସ୍ଥାରେ ସମସ୍ୟା ହୋଇପାରେ। ତେଣୁ, ଡାଏବେଟିସ୍କୁ ନିୟନ୍ତ୍ରଣ ରଖିବା ନିହାତି ଜରୁରୀ। ଆସନ୍ତୁ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସ୍ୱୀକୃତି ଜେନାଙ୍କଠାରୁ ଏନେଇ ଅଧିକ ଜାଣିବା।