କିଡ୍‌ନି ଡାଏଲିସିସ୍‌ ବେଳେ କ’ଣ ଖାଇବେ? | Diet for Kidney Dialysis Patients | Dr Sukanta Kumar Padhy

Dr Sukanta Kumar Padhy17 December 20213:483.0K views

About this video

ରୋଗୀର କିଡ୍‌ନି ଠିକ୍‌ ଭାବରେ କାମ ନ କଲେ ଡାକ୍ତର ଡାଏଲିସିସ୍‌ କରିବା ପାଇଁ ପରାମର୍ଶ ଦେଇଥାଆନ୍ତି। କିଡ୍‌ନିର କାମକୁ ଡାଏଲିସିସ୍‌ କୃତ୍ରିମ ଉପାୟରେ କରିଥାଏ। ବିଶେଷକରି ଡାଏଲିସିସ୍‌ ଚାଲିଥିବା ବେଳେ ଖାଦ୍ୟପେୟ ପ୍ରତି ଅଲଗା ଧ୍ୟାନ ଦେବାକୁ ପଡ଼ିଥାଏ। ତେବେ ଡାଏଲିସିସ୍‌ ଚାଲିଥିବା ବେଳେ କେଉଁଭଳି ଖାଦ୍ୟ ଖାଇବେ, ଆସନ୍ତୁ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁକାନ୍ତ କୁମାର ପାଢ଼ୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Doctors recommend dialysis if the patient's kidneys are not functioning properly. Kidney work is done artificially by dialysis. Particular attention should be paid to food and drink, especially during dialysis. What food is good for kidney dialysis patients? What can kidney patients eat on dialysis? Let us know more Urologist Dr Sukanta Kumar Padhy.