ଉଚ୍ଚ ରକ୍ତଚାପକୁ କେମିତି ନିୟନ୍ତ୍ରଣରେ ରଖିବେ? | Dr Binaya Bhusan Binakar on High Blood Pressure in Odia

Dr Binaya Bhusan Binakar16 February 202110:1943K views

About this video

ଆପଣ ଜାଣିଛନ୍ତି କି, ଦୀର୍ଘଦିନ ଧରି ଉଚ୍ଚ ରକ୍ତଚାପ ଲାଗି ରହିଲେ ଶରୀରରେ ହୃଦରୋଗ ଦେଖାଦେଇଥାଏ। ତେଣୁ ଉଚ୍ଚ ରକ୍ତଚାପ ହୃଦରୋଗ ହେବାର ଏକ ମୁଖ୍ୟ କାରଣ ପାଲଟିଯାଇଛି। କେମିତି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବେ? ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ବିନୟ ଭୂଷଣ ବୀଣାକାର ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।