ପରିସ୍ରା କଣ୍ଟ୍ରୋଲ କରି ନ ପାରିବା | Urinary Incontinence in Odia | Dr Pradeepta Kumar Panda

Dr Pradeepta Kumar Panda15 December 202211:45158K views

About this video

ସାଧାରଣତଃ ମହିଳାମାନଙ୍କଠାରେ ୟୁରିନାରି ଇନ୍‌କଣ୍ଟିନେନ୍ସ ଭଳି ସମସ୍ୟା ହୋଇପାରେ। ଏହି ସମସ୍ୟାରେ ସାଧାରଣତଃ ପରିସ୍ରା ରୋକି ନ ପାରିବା, କାଶିଲେ ବା ଛିଙ୍କିଲେ ପରିସ୍ରା ହୋଇଯିବା ଭଳି ସମସ୍ୟା ହୋଇପାରେ। ତେବେ ଏହା କାହିଁକି ହୁଏ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ କୁମାର ପଣ୍ଡା କ’ଣ କହୁଛନ୍ତି ଆସନ୍ତୁ ଜାଣିବା।