ଝାଡ଼ାରେ ରକ୍ତ ପଡ଼ୁଛି କି! | Dr Shakti Prasad Choudhury on Blood in Stool in Odia | Causes & Treatment

Dr Shakti Prasad Choudhury24 January 20219:36180K views

About this video

ଝାଡ଼ାରେ ରକ୍ତ ପଡ଼ିବା ଏକ ସାଧାରଣ ସମସ୍ୟା ନୁହେଁ। ଏହାକୁ ହେୟଜ୍ଞାନ କରନ୍ତୁ ନାହିଁ। ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରି ଏହାଣ ଚିକିତ୍ସା କରନ୍ତୁ। କାହିଁକି ନା, ଏହା କ୍ୟାନସରର ଲକ୍ଷଣ ବି ହୋଇପାରେ। ତେବେ ଝାଡ଼ାରେ କାହିଁକି ରକ୍ତ ପଡ଼େ? ଏହାର କାରଣ ଓ ଚିକିତ୍ସା ବିଷୟରେ ଆସନ୍ତୁ ବିଶିଷ୍ଟ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀଙ୍କଠାରୁ ଜାଣିବା।